ମଦର ଟେରେସାଙ୍କ ପୁଣ୍ୟତିଥିରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ମଦର ଟେରେସାଙ୍କ ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିର ଦିନକୁ ଆନ୍ତର୍ଜାତିକ ଦାତବ୍ୟ ଦିବସ ଭାବେ ବି ପାଳନ କରାଯାଉଛି। ଏହି ଅବସରରେ ଗରିବ ଓ ଅସହାୟଙ୍କ ସେବା କରିବା ସହ ନିଃସ୍ୱାର୍ଥପର ଭାବେ ଏକ ସମାବେଶୀ ସମାଜ ଗଠନ ଦିଗରେ ଯୋଗଦାନ ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.