ରାଜ୍ୟରେ ୨୬୯ ନୂଆ କୋରୋନା ପଜିଟିଭ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୬୯ ନୂଆ କୋରୋନା ପଜିଟିଭ । ଏମାନଙ୍କ ମଧ୍ୟରେ ୪୮ ଜଣ ୧୮ ବର୍ଷରୁ କମ ବୟସ୍କ । ସଙ୍ଗରୋଧରୁ ୧୫୭ ଓ ସ୍ଥାନୀୟ ଅଞ୍ଚଳରୁ ୧୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବାଲେଶ୍ବର ଜିଲ୍ଲାରୁ ୭, ବରଗଡ଼ରୁ ୫, ,ବଲାଙ୍ଗିରରୁ ୬, ବୈ।ଦ୍ଧରୁ ୨, କଟକରୁ ୨୧, ଦେବଗଡ଼ରୁ ୫ , ଗଜପତିରୁ ୩ , ଗଞ୍ଜାମରୁ ୧ , ଜଗତସିଂହପୁରରୁ ୫, ଯାଜପୁରରୁ ୧୦ , ଝାରସୁଗୁଡ଼ାରୁ ୩ , କଳାହାଣ୍ଡିରୁ ୧ , କେନ୍ଦ୍ରାପଡ଼ାରୁ ୧, କେନ୍ଦୁଝରରୁ ୭ , ଖୋର୍ଦ୍ଧାରୁ ୬୭ , କୋରାପୁଟରୁ ୧ , ମୟୂରଭଞ୍ଜରୁ ୯ , ନବରଙ୍ଗପୁରରୁ ୧୬, ନୟାଗଡ଼ରୁ ୧୨ , ନୂଆପଡ଼ାରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁରୀ ଜିଲ୍ଲାରୁ ୩ , ସମ୍ବଲପୁରରୁ ୧୪ , ସୋନପୁରରୁ ୨ , ସୁନ୍ଦରଗଡ଼ରୁ ୪୦ ଓ ଷ୍ଟେଟ ପୁଲରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ସକ୍ରିୟ ମାମଲା ୧ ହଜାର ୬ ଶହ ୮୫ ରହିଛି।

Comments are closed.