ବାଲେଶ୍ଵରରୁ ପୁଣି ବ୍ରାଉନସୁଗାର ଜବତ

ବାଲେଶ୍ୱର – ବାଲେଶ୍ବରରୁ ପୁଣି ବ୍ରାଉନସୁଗାର ଜବତ । ୧ ହଜାର ୩୮୦ ଗ୍ରାମର ବ୍ରାଉନସୁଗାର ଜବତ କରିଛନ୍ତି ଏସଟିଏଫ ଓ ପୋଲିସ ।ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ୩୦ ଲକ୍ଷ ଟଙ୍କା ହେବ । ଅରଡ଼ ବଜାର ନିକଟରେ ଚଢ଼ାଉ କରି ନିଶାକୁ ମାଫିଆ ଶେଖ ରଫିକକୁ ଗିରଫ କରାଯାଇଛି । ନିଶା ମାଫିଆର ଘର ପଶ୍ଚିମବଙ୍ଗ ପଞ୍ଚକୁଲା ସହଦେବ ଖୁଣ୍ଟା ଥାନା ଅରଡ଼ ବଜାର ନିକଟରେ ଥିବା ସୂଚନା ମିଳିଛି।

Comments are closed.