ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ 

॥ ବାଲ କାଣ୍ଡ ॥

ସୋ ତୁହ୍ମ ଜାନହୁ ଅଂତରଜାମୀ ।

ପୁରବହୁ ମୋର ମନୋରଥ ସ୍ବାମୀ ॥

ସକୁଚ ବିହାଇ ମାଗୁ ନୃପ ମୋହୀ ।

ମୋରେଂ ନହିଂ ଅଦେୟ କଛୁ ତୋହୀ ॥

ଭାବାର୍ଥ :- ହେ ସ୍ବାମୀ ! ଆପଣ ଅନ୍ତର୍ଯ୍ୟାମୀ ଅଟନ୍ତି, ଏଥିପାଇଁ ଆପଣ ଏହା ଜାଣିଥିବେ ନିଶ୍ଚୟ। ତେବେ ମୋର ସେହି ମନୋବାଞ୍ଛାକୁ ପୁର୍ଣ୍ଣ କରନ୍ତୁ। ରାଜା ମନୁଙ୍କ ଏତିକି କଥା ଶୁଣିସାରି ଭଗବାନ୍ କହିଲେ – ହେ ରାଜନ୍ ! ସଂକୋଚ କୁ ଛାଡି ମୋ ଠାରୁ ମାଗିନିଅ। ତୁମକୁ ମୁଁ କିଛି ନଦେଇ ପାରିବି ଏପରି କିଛି ବି ନାହିଁ ।

Comments are closed.