ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଅସ ସମୁଝତ ମନ ସଂସୟ ହୋଇ।
କହା ଜୋ ପ୍ରଭୁ ପ୍ରବାନ ପୁନି ସୋଈ ॥
ଜେ ନିଜ ଭଗତ ନାଥ ତବ ଅହହୀଂ ।
ଜୋ ସୁଖ ପାବହିଂ ଜୋ ଗତି ଲହହୀଂ ॥

ଭାବାର୍ଥ :- ହେ ପ୍ରଭୁ ! ଏପରି ବୁଝିବା ସମୟରେ ମନରେ ସଂଶୟ ଉଠୁଛି, ତଥାପି ଭଗବାନ ଯାହା କହିଲେ ତାହା ପ୍ରମାଣିତ ସତ୍ୟ ଅଟେ। ରାଣୀ ଶତରୂପା କହିଲେ, ହେ ନାଥ, ଆପଣଙ୍କର ସାନିଧ୍ୟ ପାଇଥିବା ଆତ୍ମିୟ ଲୋକେ ଯେଉଁ ଅଖଣ୍ଡ ଆଉ ଅଲୌକିକ ସୁଖ ପାଇଥାନ୍ତି, ଆଉ ଯେଉଁ ପରମ ଗତି କୁ ଶେଷରେ ପ୍ରାପ୍ତ ହୁଅନ୍ତି, ମୁଁ ଏହିପରି ଅଖଣ୍ଡ ସୁଖର ବରଦାନ ମାଗୁଛି ।

Comments are closed.