ଫୁଟବଲ ଖେଳବେଳେ ବଜ୍ରପାତ : ୧ ମୃତ, ୩ ଗୁରୁତର

ବାରିପଦା – ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଅଘଟଣ । ଆକାଶରୁ ଖସିଲା ମୃତ୍ୟୁ । ବାରିପଦା ଲକ୍ଷ୍ମୀପୋଷି ସ୍ଥିତ ରାଜାବସା ପଡ଼ିଆରେ ଫୁଟବଲ ଖେଳ ଚାଲିଥିବା ବେଳେ ବଜ୍ରପାତ ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଏଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।
ଗୁରୁତର ଆହତମାନଙ୍କୁ ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି।

Comments are closed.