ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ପ୍ରଭୁ ଜେ ମୁନି ପରମାରଥବାଦୀ ।
କହହିଂ ରାମ କହୁଁ ବ୍ରହ୍ମ ଅନାଦି ॥
ସେସ ସାରଦା ବେଦ ପୁରାନା ।
ସକଲ କରହିଂ ରଘୁପତି ଗନୁ ଗାନା ॥

ଭାବାର୍ଥ :- ମାତା ପାର୍ବତୀ କହିଲେ, ହେ ପ୍ରଭୁ ! ଯେଉଁ ମୁନୀଗଣ ପରମାର୍ଥତତ୍ବ ବ୍ରହ୍ମ ର ଜ୍ଞାତା ଆଉ ବକ୍ତା ଅଟନ୍ତି, ସେମାନେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଅନାଦି ବ୍ରହ୍ମ କହୁଛନ୍ତି ଆଉ ଶେଷନାଗ, ଶ୍ରୀସରସ୍ବତୀ ବେଦ ଆଉ ପୁରାଣ ଆଦି ସମସ୍ତେ ପ୍ରଭୁ ଶ୍ରୀରଘୁନାଥଙ୍କ ଗୁଣଗାନ କରୁଛନ୍ତି ॥

Comments are closed.