ଗୀତା ମାହାତ୍ମ୍ୟ: ଏତାଂ ବିଭୂତିଂ ୟୋଗଂ ଚ ମମ ୟୋ ବେତ୍ତି ତତ୍ତ୍ୱତଃ । ସୋଽବିକମ୍ପେନ ୟୋଗେନ ୟୁଜ୍ୟତେ ନାତ୍ର ସଂଶୟଃ ॥

ଗୀତା ଉପଦେଶ ( ବିଭୁତି ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଦଶମ ଅଧ୍ୟାୟ ରେ ବିଭୁତି ଯୋଗ ପ ସମ୍ବନ୍ଧରେ କହୁଛନ୍ତି : –

ଏତାଂ ବିଭୂତିଂ ୟୋଗଂ ଚ ମମ ୟୋ ବେତ୍ତି ତତ୍ତ୍ୱତଃ ।
ସୋଽବିକମ୍ପେନ ୟୋଗେନ ୟୁଜ୍ୟତେ ନାତ୍ର ସଂଶୟଃ ॥୧୦-୭॥

ଯେଉଁ ମନୁଷ୍ୟ ମୋର ପରମ ଐଶ୍ଚର୍ୟ୍ଯରୂପୀ ଏହି ବିଭୂତି ଓ ଯୋଗଶକ୍ତିକୁ (ସାମର୍ଥ୍ୟକୁ) ତ‌ତ୍ତ୍ୱତଃ ଜାଣେ ଅର୍ଥାତ୍ ଦୃଢ଼ ଭାବରେ ନିଃସନ୍ଦେହରେ ମାନେ, ସେ ଅବିଚଳ ଭକ୍ତି ଯୋଗରେ ଯୁକ୍ତ ହୋଇଯାଏ; ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।
( ଗୀତା ୧୦ମ ଅ। ୭ମ ଶ୍ଲୋକ )

Comments are closed.