ମୋହନା- ରାଇସିଂ ଘାଟିରେ ଗତ ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିଛି । ସୈ।ଭାଗ୍ୟବଶତଃ ଏଥିରେ ଥିବା ସମସ୍ତ ୨୩ ଯାତ୍ରୀ ରକ୍ଷା ପାଇଯାଇଛନ୍ତି । ରାତିରେ ବସ୍ଟି ଓଲଟିଥିଲେ ବି ଯାତ୍ରୀଙ୍କର ବେଶି କ୍ଷତି ହୋଇନାହିଁ । ବସ୍ଟି ରାୟଗଡ଼ାରୁ ବ୍ରହ୍ମପୁର ଯିବା ବେଳେ ଘାଟି ରାସ୍ତାରେ ଓଲଟି ପଡିଥିଲା ।
Comments are closed.