ଗୀତା ମାହାତ୍ମ୍ୟ: ନ ମେ ବିଦୁଃ ସୁରଗଣାଃ ପ୍ରଭବଂ ନ ମହର୍ଷୟଃ । ଅହମାଦିର୍ହି ଦେବାନାଂ ମହର୍ଷୀଣାଂ ଚ ସର୍ବଶଃ ॥

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ବିଭୁତି ଯୋଗରେ ନିଜ ସମ୍ବନ୍ଧରେ କହୁଛନ୍ତି : –

ନ ମେ ବିଦୁଃ ସୁରଗଣାଃ ପ୍ରଭବଂ ନ ମହର୍ଷୟଃ ।
ଅହମାଦିର୍ହି ଦେବାନାଂ ମହର୍ଷୀଣାଂ ଚ ସର୍ବଶଃ ॥୧୦-୨॥

ମୋର ଉତ୍ପତ୍ତି (ଅଭିବ୍ୟକ୍ତି ବା ପ୍ରାକଟ୍ୟ ରୂପକୁ) ଦେବତା ଓ ମହର୍ଷି କେହି ହେଲେ ଜାଣନ୍ତି ନାହିଁ; କାରଣ ମୁଁ ସବୁ ପ୍ରକାରେ ଦେବତା ଓ ମହର୍ଷି ମାନଙ୍କର ଆଦି କାରଣ।

( ଗୀତା ୨ୟ ଶ୍ଲୋକ )

Comments are closed.