ରାଜ୍ୟରେ ୧୩୧ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୩୧ ନୂଆ କୋରୋନା ପଜିଟିଭ । ସଙ୍ଗରୋଧରୁ ୭୭ ଓ ସ୍ଥାନୀୟ ଅଞ୍ଚଳରୁ ୫୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୧୫ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ।

ବାଲେଶ୍ବରରୁ ୯ , ବରଗଡ଼ରୁ ୩ , ଭଦ୍ରକରୁ ୩, ବଲାଙ୍ଗୀରରୁ ୨, ବୈ।ଦ୍ଧରୁ ୨ କଟକରୁ ୧, ଦେବଗଡ଼ରୁ ୩, ଗଜପତିରୁ ୫ , ଜଗତସିଂହପୁରରୁ ୩, ଯାଜପୁରରୁ ୬, କଳାହାଣ୍ଡିରୁ ୧, ଖୋର୍ଦ୍ଧାରୁ ୩୦, କୋ‌ରାପୁଟରୁ ୧ , ମୟୂରଭଞ୍ଜରୁ ୮, ନବରଙ୍ଗପୁରରୁ ୫ , ନୟାଗଡ଼ରୁ ୩ , ପୁରୀରୁ ୬, ରାୟଗଡ଼ାରୁ ୧, ସମ୍ବଲପୁରରୁ ୧୪ , ସୋନପୁରରୁ ୩, ସୁନ୍ଦରଗଡ଼ରୁ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ ପୁଲରୁ ୫ ମାମଲା ରିପୋର୍ଟ ହୋଇଛି।
ରାଜ୍ୟରେ ସକ୍ରିୟ କୋରୋନା ମାମଲାର ସଦ୍ୟତମ ସଂଖ୍ୟା ହେଲା ୧ ହଜାର ୨୭୬ ।

Comments are closed.