ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଆ ପୁଅଙ୍କ କମାଲ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଜର୍ମାନୀର ଷ୍ଟୁଟଗାର୍ଟରେ ଆୟୋଜିତ ବିଶ୍ୱ ଦକ୍ଷତା ପ୍ରତିଯୋଗିତାର ୱ।ଟର ଟେକ୍ନୋଲୋଜିରେ ଓଡ଼ିଶାର ପ୍ରବୀଣ କୁମାର ଗିରି ରୈ।ପ୍ର ପଦକ ହାସଲ କରିଛନ୍ତି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବୀଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରବୀଣ ଆହୁରି ସଫଳତା ହାସଲ କରି ଓଡ଼ିଶା ଓ ସାରା ଦେଶକୁ ଗର୍ବିତ କରନ୍ତୁ ବୋଲି ଶୁଭେଚ୍ଛା ଜଣାଇ କହିଛନ୍ତି ମୁଖ୍ୟମନ୍ତ୍ରୀ। ଭବିଷ୍ୟତ ପାଇଁ ପ୍ରବୀଣଙ୍କୁ ଶୁଭକାମନା ଜଣାଇଛନ୍ତି

Comments are closed.