ଗୀତା ମାହାତ୍ମ୍ୟ: !! ୟେ ତ୍ଵକ୍ଷରମନିର୍ଦେଶ୍ୟମଵ୍ୟକ୍ତଂ ପର୍ୟୁପାସତେ |ସର୍ଵତ୍ରଗମଚିନ୍ତ୍ୟଂ ଚ କୂଟସ୍ଥମଚଲଂ ଧ୍ରୁଵମ || ୩ ||ସଂନିୟମ୍ୟେନ୍ଦ୍ରିୟଗ୍ରାମଂ ସର୍ଵତ୍ର ସମବୁଦ୍ଧୟଃ |ତେ ପ୍ରାପ୍ନୁଵନ୍ତି ମାମେଵ ସର୍ଵଭୂତହିତେ ରତାଃ || ୪ ||

ଗୀତା ଉପଦେଶ (ଭକ୍ତି ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଦ୍ଵାଦଶ ଅଧ୍ୟାୟରେ ଭକ୍ତି ଯୋଗ ସମ୍ବନ୍ଧରେ କହୁଛନ୍ତି : –

!! ୟେ ତ୍ଵକ୍ଷରମନିର୍ଦେଶ୍ୟମଵ୍ୟକ୍ତଂ ପର୍ୟୁପାସତେ |ସର୍ଵତ୍ରଗମଚିନ୍ତ୍ୟଂ ଚ କୂଟସ୍ଥମଚଲଂ ଧ୍ରୁଵମ || ୩ ||ସଂନିୟମ୍ୟେନ୍ଦ୍ରିୟଗ୍ରାମଂ ସର୍ଵତ୍ର ସମବୁଦ୍ଧୟଃ |ତେ ପ୍ରାପ୍ନୁଵନ୍ତି ମାମେଵ ସର୍ଵଭୂତହିତେ ରତାଃ || ୪ ||

ଯେଉଁମାନେ ମତେ ଅକ୍ଷର, ଅଦୃଶ୍ୟ, ଅବ୍ୟକ୍ତ, ଅଚିନ୍ତ୍ୟ, ସର୍ବବ୍ୟାପକ, ଅପରିଣାମୀ, ଅଚଳ, ନିତ୍ୟ ଭାବେ ଇନ୍ଦ୍ରିୟଗଣଙ୍କୁ ସଂଯମକରି ସର୍ବତ୍ର ସମତ୍ୱଭାବେ ଯୁକ୍ତହୋଇ ସକଳ ଜୀବଗଣଙ୍କ ହିତରେ ରତହୋଇ ମୋର ଉପାସନା କରନ୍ତି ସେମାନେ ମତେ ପ୍ରାପ୍ତ ହୁଅନ୍ତି ।

॥ ଗୀତା ୧୨-୩/୪ ଶ୍ଲୋକ॥

Comments are closed.