ଜଳେଶ୍ଵରରୁ ପୁଣି ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ

ଜଳେଶ୍ୱର – ଜଳେଶ୍ଵରରୁ ପୁଣି ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ହୋଇଛି । ଆଜି ଅବକାରୀ ବିଭାଗ ପ୍ରାୟ ୮୦୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଏହି କାରବାରରେ ସମ୍ପୃକ୍ତ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ। ଜଳେଶ୍ୱରର ୩ଟି ସ୍ଥାନରେ ଚଢ଼ଉ କରାଯାଇ ନିଶା ମାଫିଆଙ୍କୁ ଗିରଫ କରାଯାଇଛି।

Comments are closed.