ଗୀତା ମାହାତ୍ମ୍ୟ: ଦେବାନ୍ ଭାବୟତାନେନ ତେ ଦେବା ଭାବୟନ୍ତୁ ବଃ। ପରସ୍ୱରଂ ଭାବୟନ୍ତଃ ଶ୍ରେୟଃ ପରମବାପ୍‌ସ୍ୟଥ।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମଯୋଗ ସମ୍ବନ୍ଧରେ କହୁଛନ୍ତି : –

ଦେବାନ୍ ଭାବୟତାନେନ ତେ ଦେବା ଭାବୟନ୍ତୁ ବଃ।
ପରସ୍ୱରଂ ଭାବୟନ୍ତଃ ଶ୍ରେୟଃ ପରମବାପ୍‌ସ୍ୟଥ।

ଅର୍ଥାତ୍: ତୁମ୍ଭମାନଙ୍କର ଯଜ୍ଞଦିକ କର୍ମଦ୍ୱାରା ସ୍ୱର୍ଗର ଦେବତା ମାନେ ତୃପ୍ତ ହେବେ,ଏବଂ ଦେବତା ଓ ମନୁଷ୍ୟମାନଙ୍କର ପରସ୍ପର ସହଯୋଗରେ ସର୍ବତ୍ର ସମସ୍ତଙ୍କ ପାଇଁ ସମୃଦ୍ଧି ବିରାଜମାନ କରିବ।

( କର୍ମଯୋଗ ଶ୍ଳୋକ—-୧୧)

Comments are closed.