ଏମକେସିଜିକୁ ଦଲାଲମୁକ୍ତ କରିବା ପାଇଁ ବ୍ରହ୍ମପୁର ପୋଲିସର ପ୍ରୟାସକୁ ସିଏମଓଙ୍କ ପ୍ରଶଂସା

ଭୁବନେଶ୍ୱର – ବ୍ରହ୍ମପୁର ଏମକେସିଜି ମେଡିକାଲକୁ ଦଲାଲ ମୁକ୍ତ କରିବା ପାଇଁ ବ୍ରହ୍ମପୁର ଏସପିଙ୍କ ଅଭିନବ ପ୍ରୟାସକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବେଶ୍ ପ୍ରଶଂସା କରାଯାଇଛି । ଏଭଳି ପ୍ରୟାସ ପ୍ରଶଂସନୀୟ ବୋଲି ସିଏମଓ କହିଛନ୍ତି । ଅପରେସନ ଦଲାଲ ମେଡିକାଲ ଆସୁଥିବା ରୋଗୀମାନଙ୍କୁ ହଇରାଣ ହେବାରୁ ବଞ୍ଚାଇବା ସହ ଉତ୍ତମ ସେବା ଯୋଗାଇବାରେ ନିଶ୍ଚୟ ସହାୟକ ହେବ ବୋଲି ସିଏମଓ ପକ୍ଷରୁ କୁହାଯାଇଛି।

Comments are closed.