ଗୀତା ମାହାତ୍ମ୍ୟ : ଉଦ୍ଧରେଦାତ୍ମନାତ୍ମାନଂ ନାତ୍ମାନମବସାଦୟେଦ । ଅତ୍ମୀବ ଆତ୍ମଇବ ହ୍ୟାତ୍ମନୋ ବନ୍ଧୁରାତ୍ମଇବ ରିପୁରାତ୍ମନଃ।।

ଗୀତା ଉପଦେଶ ( ଆତ୍ମସଂଯମ ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠମଅଧ୍ୟାୟ ରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ଉଦ୍ଧରେଦାତ୍ମନାତ୍ମାନଂ ନାତ୍ମାନମବସାଦୟେଦ ।
ଅତ୍ମୀବ ଆତ୍ମଇବ ହ୍ୟାତ୍ମନୋ ବନ୍ଧୁରାତ୍ମଇବ ରିପୁରାତ୍ମନଃ।।

ହେ ଅର୍ଜ୍ଜୁନ ! ନିଜଦ୍ୱାରା ନିଜକୁ ସଂସାର ସାଗରରୁ ଉଦ୍ଧାର କରିବା ଉଚିତ।ନିଜକୁ ଅଧୋଗତିରେ ପକାଇବା ଉଚିତ ନୁହେଁ, କାରଣ ମନୁଷ୍ୟ ନିଜେ ହିଁ ନିଜର ମିତ୍ର ଓ ନିଜେ ହିଁ ନିଜରଶତ୍ରୁ ଅଟେ।

( ଗୀତା ୬ଷ୍ଠ ଅ। ୫ମ ଶ୍ଲୋକ )

Comments are closed.