ଗୀତା ମାହାତ୍ମ୍ୟ: ସ୍ପର୍ଶନ କୃତ୍ବା ବହିର୍ବାହ୍ୟାଶ୍ଚକ୍ଷୁଶ୍ଚବାନ୍ତରେ ଭୃବୋ। ପ୍ରାଣାପାନୈ ସମୌ କୃତ୍ବା ନାସାଭ୍ୟନ୍ତରଚାରିନୌ।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ସ୍ପର୍ଶନ କୃତ୍ବା ବହିର୍ବାହ୍ୟାଶ୍ଚକ୍ଷୁଶ୍ଚବାନ୍ତରେ ଭୃବୋ।
ପ୍ରାଣାପାନୈ ସମୌ କୃତ୍ବା ନାସାଭ୍ୟନ୍ତରଚାରିନୌ।

ହେ ଅର୍ଜ୍ଜୁନ ! ବାହ୍ୟ ବିଷୟଭୋଗ ମାନଙ୍କୁ ଚିନ୍ତନ ନ କରି, ସେ ସବୁକୁ ବାହାରେ ହିଁ ତ୍ୟାଗ କରିଦେଇ ଏବଂ ନେତ୍ରର ଦୃଷ୍ଟି ଭୃ ଦ୍ୱୟର ମଧ୍ୟରେ ନିବଦ୍ଧ କରି, ପ୍ରାଣ ଓ ଅପାନ ବାୟୁକୁ ସମଗତି କରିବାକୁ ପଡେ।

( ଗୀତା ୨୭ଶ ଶ୍ଲୋକ)

Comments are closed.