୬୩ତମ ପୋଲିସ ସହିଦ ଦିବସରେ ଡିଜିପିଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ଆଜି ହେଉଛି ପୋଲିସ ସହିଦ ସ୍ମୃତି ଦିବସ। ସାରାଦେଶରେ ଆଜି ୬୩ତମ ପୋଲିସ ସହିଦ ସ୍ମୃତି ଦିବସ ପାଳନ କରାଯାଉଛି। ଏହି ଅବସରରେ ରାଜ୍ୟ ପୋଲିସ ଡିଜି କର୍ତ୍ତବ୍ୟ ପାଳନ ବେଳେ ଦେଶ ପାଇଁ ପ୍ରାଣବଳି ଦେଇଥିବା ସହିଦ ପୋଲିସ କର୍ମଚାରୀଙ୍କ ସ୍ମୃତି ଚାରଣ କରିଛନ୍ତିି। ସହିଦ ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସେମାନଙ୍କ ନିଃସ୍ୱାର୍ଥପର ସେବା ମନେ ପକେଇଛନ୍ତି ।

Comments are closed.