ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଉଠାଇ ନେଲା ପୋଲିସ 

ଭୁବନେଶ୍ବର – ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କରିଛି କମିସନରେଟ୍ ପୋଲିସ । ଜଗବନ୍ଧୁଙ୍କୁ ରାଜଧାନୀର ସତ୍ୟବିହାର ସ୍ଥିତ ଘରୁ ଉଠାଇ ନେଇ ପୋଲିସ ପଚରାଉଚରା କରୁଛି । ଅର୍ଚ୍ଚନାଙ୍କ ବ୍ଲାକମେଲିଂ ମାମଲାରେ ଜଗବନ୍ଧୁଙ୍କୁ ପୋଲିସ ଉଠାଇ ନେଇଥିବା କୁହାଯାଉଛି। ପୂର୍ବରୁ ଜଗବନ୍ଧୁଙ୍କୁ ପୋଲିସ୍ ଥାନାକୁ ଡାକି ଛାଡ଼ିଦେଇଥିଲା।

Comments are closed.