॥ ବାଲ କାଣ୍ଡ ॥
ପ୍ରଥମହିଂ ମୈ କହି ସିବ ଚରିତ ବୁଝା ମରମୁ ତୁହ୍ମାର।
ସୁଚି ସେବକ ତୁହ୍ମ ରାମ କେ ରହିତ ସମସ୍ତ ବିକାର॥
ଭାବାର୍ଥ:- ମୁଁ ପ୍ରଥମରୁ ହିଁ ଶ୍ରୀଶିବଙ୍କ ଚରିତ୍ର କଥା କହି ତୁମ ମନରେ ଥିବା ଉଦ୍ଦେଶ୍ୟକୁ ବୁଝିଲି।ତୁମେ ସମସ୍ତ ଦୋଷରୁ ମୁକ୍ତ ହୋଇଥିବା ପ୍ରଭୁ ଶ୍ରୀରାମ ଙ୍କର ପରମ ଭକ୍ତ – ପରମ ସେବକ ଅଟ ।
Comments are closed.