ଭୁବନେଶ୍ୱର – ଆଜି ହେଉଛି ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ପ୍ରାୟ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଥାଏ, ଯାହା କି ଜୀବନଜୀବିକା ପ୍ରତି ବିପଦ ସୃଷ୍ଟି କରେ । ତେଣୁ ଆଜିର ଦିନରେ ଆମର ପ୍ରଶଂସିତ ବିପର୍ଯ୍ୟୟ ପରିଚାଳନା ଓ ଭିତ୍ତିଭୂମି ଦୃଢ଼ କରିବା ପାଇଁ ପୁନଃ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ଯାହା ଦ୍ଵାରା ପ୍ରତ୍ୟେକ ମୂଲ୍ୟବାନ ଜୀବନକୁ ପ୍ରକୃତିର କୋପରୁ ରକ୍ଷା କରିହେବ ।
Comments are closed.