ସୁଲତାନ ଜୋହର କପ୍ ହକିରେ ଭାରତ ଚାମ୍ପିଅନ

ଭୁବନେଶ୍ୱର – ମାଲେସିଆରେ ଖେଳାଯାଇଥିବା ଦଶମ ସୁଲତାନ ଜୋ‌ହର କପ ହକିରେ ଚାମ୍ପିଅନ ହୋଇଛି ଭାରତୀୟ ଦଳ । ଫାଇନାଲରେ ଭାରତ ପେନାଲଟି ସୁଟଆଉଟରେ ଅଷ୍ଟ୍ରେଲିଆକୁ ୫-୪ ଗୋଲରେ ହରାଇ ଚାମ୍ପିଅନ ହୋଇଛି । ଭାରତୀୟ ଦଳର ଓଡ଼ିଆ ଖେଳାଳି ସୁଦୀପ ସିରମାକୋ ବିଜୟୀ ଗୋଲ ସ୍କୋର କରିଥିଲେ। ଭାରତୀୟ ଦଳରେ ସୁଦୀପଙ୍କ ସମେତ ଅମନଦୀ ପ ଲାକ୍ରା ଓ ସାଇରିଲ ଲୁଗୁନ ବି ସ୍ଥାନ ପାଇଥିଲେ ।

Comments are closed.