ପୂର୍ବତନ ଅନୁପ ସାଏଙ୍କୁ ଜାମିନ

ଝାରସୁଗୁଡ଼ା: ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ। ଜାମିନ ପ୍ରଦାନ କଲେ ବିଳାସପୁର ହାଇକୋର୍ଟ । 2016 ମସିହାରେ ଡବଲ ମର୍ଡର ଘଟଣା ରେ ମୁଖ୍ୟ ଅଭିଯୁକ୍ତ ଥିଲେ ଅନୁପ । କଳ୍ପନା ଦାଶ ଓ ଝିଅ ବବଲି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭାବେ ଛତିଶଗଡର ରାୟଗଡ ପୋଲିସ ଦ୍ୱାରା ୨୦୨୦ ଫେବ୍ରୁଆରି ୧୩ ରେ ଗିରଫ ହୋଇ ଜେଲ ଯାଇଥିଲେ। ଗତ ୨ ଅପ୍ରେଲ ୨୦୨୨ ରେ ରାୟଗଡ଼ ଦୌରା ଜଜ ଏହି ମାମଲାରେ ଅନୁପଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଥିଲେ।

Comments are closed.