ଭୁବନେଶ୍ୱର – ଆଜି ଜାତୀୟ ପ୍ରେସ ଦିବସ । ଏହି ଅବସରରେ ସାମ୍ବାଦିକ ଓ ଗଣମାଧ୍ୟମ କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ସମୃଦ୍ଧ ଗଣତନ୍ତ୍ର ଓ ସମାଜ ପାଇଁ ନିର୍ଭୀକ, ସ୍ୱାଧୀନ ପ୍ରେସ ଦୃଢ଼ ଭିତ୍ତି ସଦୃଶ ହୋଇଥାଏ । ବିନା ପକ୍ଷପାତରେ ସତ୍ୟ ଓ ସୂଚନାର ପ୍ରସାର ପାଇଁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ମୁକ୍ତ ଏବଂ ସ୍ୱତନ୍ତ୍ର ରଖିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ଆହ୍ୱ।ନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
Comments are closed.