ଭୁବନେଶ୍ୱର – ବିଜେଡି ଓ ବିଜେପି ପରେ ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସ ମଧ୍ୟ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଛି । ଏଥିରେ ଓଡ଼ିଶା ପ୍ରଭାରୀ ଚେଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଓ ସୁର ରାଉତରାୟ ପ୍ରମୁଖ ସ୍ଥାନ ପାଇଛନ୍ତି । ତାଲିକାରେ ବିଧାୟକ ମହମ୍ମଦ ମୋକିମ୍ଙ୍କ ନାଁ ନାହିଁ। ପଦ୍ମପୁରରେ ଦଳ ସତ୍ୟଭୂଷଣ ସାହୁଙ୍କ ପ୍ରାର୍ଥୀ କରିଛି।
Comments are closed.