॥ ବାଲ କାଣ୍ଡ ॥
ମାସ ଦିବସ କର ଦିବସ ଭା ମରମ ନ ଜାନଇ କୋଇ । ରଥ ସମେତ ରବି ଥାକେଉ ନିସା କବନ ବିଧି ହୋଇ ॥
ଭାବାର୍ଥ :- ଭଗବାନ ଶ୍ରୀରାମଙ୍କର ଜନ୍ମ ହୋଇ ଏକ ମାସ ବିତିଗଲା ମାତ୍ର ସୂର୍ଯ୍ୟ ଦେବଙ୍କ ଏହି ରହସ୍ୟ କେହି ମଧ୍ୟ ଜାଣିପାରିଲେ ନାହିଁ । ସତଜ ଯେପରି ସୂର୍ଯ୍ୟଦେବ ନିଜ ରଥ ସହିତ ସେଠାରେ ହିଁ ରହିଗଲେ, ଏଣୁ ରାତ୍ରୀ କିପରି ହୋଇଥାଆନ୍ତା ।
Comments are closed.