ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଫିରି ସବ ନଗର ଦସାନନ ଦେଖା ।
ଗୟଉ ସୋଚ ସୁଖ ଭୟଊ ବିସେଷା ॥
ସୁଂଦର ସହଜ ଅଗମ ଅନୁମାନୀ ।
କୀହ୍ନି ତହାଁ ରାବନ ରଜଧାନୀ ॥

ଭାବାର୍ଥ :- ଦୁର।ଗ ବିଜୟ ପରେ ରାବଣ ପୁରା ନଗର ବୁଲି ଦେଖିଲା । ରାଜ ନଅର ସ୍ଥାପନା କରିବା ପାଇଁ ଉପଯୁକ୍ତ ସ୍ଥାନ ଖୋଜିବା ସମ୍ବନ୍ଧିତ ଚିନ୍ତା ଦୂରହେଲା ଆଉ ରାବଣ ବହତ ଆନନ୍ଦିତ ହେଲା । ସେହି ନଗର ଟି ଭିତରୁ ବହୁତ ସୁନ୍ଦର ହେବା ସହିତ ବାହାର ଶତ୍ରୁ ମାନଙ୍କ ପାଇଁ ଦୁର୍ଗମ ଥିବା ଦେଖି ରାବଣ ସେଠାରେ ହିଁ ନିଜର ରାଜଧାନୀ ସ୍ଥାପନା କଲା ।

Comments are closed.