ଶ୍ରୀରିମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ହୃଦୟଁ ଅନୁଗ୍ରହ ଇଂଦୁ ପ୍ରକାସା ।
ସୁଚତ କିରନ ମୋନୋହର ହାସା ॥
କବହୁଁ ଉଛଂଗ କବହୁଁ ବର ପଲାନା ।
ମାତୁ ଦୁଲାରଇ କହି ପ୍ରିୟ ଲଲନା ॥

ଭାବାର୍ଥ :- ସେମାନଙ୍କ ହୃଦୟରେ ଚନ୍ଦ୍ରମାର କରୁଣା ରୂପ ପ୍ରକାଶିତ ହୋଇଛି । ସମସ୍ତଙ୍କ ମନକୁ ହରଣ କରିବା ପରି ସ୍ମିତ ହସରେ ଚନ୍ଦ୍ରମାଙ୍କର କରୁଣା ରୂପ କିରଣର ପ୍ରତିବିମ୍ବକୁ ସୂଚିତ କରୁଛି । କେତେବେଳେ କୋଳରେ ଧରି ଆଉ କେତେବେଳେ ଉଚ୍ଚକୋଟୀର ପିଲାଙ୍କ ଝୁଲଣାରେ ଶୁଆଇ ଝୁଲାଇ ମା ମାନେ “ମୋ ହୃଦୟର ପ୍ରେମର ପ୍ରତିମା” ରୂପେ ବର୍ଣ୍ଣନା କରୁଥାନ୍ତି ।

Comments are closed.