ଶ୍ରୀରିମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଦେଖରାବା ମାତାହି ନିଜ ଅଦ୍ଭୁତ ରୂପ ଅଖଣ୍ଡ ।
ରୋମ ରୋମ ପ୍ରତି ଲାଗେ କୋଟି କୋଟି ବ୍ରହ୍ମାଣ୍ଡ ॥

ଭାବାର୍ଥ :- ତା ପରେ ମା’ଙ୍କୁ ନିଜର ଅପରୁପ ଅଖଣ୍ଡ ସ୍ଵରୁପକୁ ଦେଖାଇଲେ, ଯାହାଙ୍କ ପ୍ରତିଲୋମ କୋଣରେ କୋଟି କୋଟି ବ୍ରହ୍ମାଣ୍ଡ ଲାଗିଥିଲା ।

Comments are closed.