ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ FeaturedOdiaଓଡ଼ିଶା By Newsroom Odisha Network On Dec 20, 2022 Share ॥ ବାଲ କାଣ୍ଡ ॥ କପଟ ବୋରି ବାନୀ ମୃଦୁଲ ବୋଲେଉ ଜୁଗୁତି ସମେତ। ନାମ ହମାର ଭିଖାରି ଅବ ନିର୍ଧନ ରହିତ ନିକେତ ॥ ଭାବାର୍ଥ :- ସେହି ଛଦ୍ମବେଶ ଧାରୀ ମୁନୀ କପଟର ସହିତ ବହୁତ ସୁନ୍ଦର ଯୁକ୍ତିରେ କୋମଳ ସ୍ବରରେ କହିଲେ, ଏବେ ମୋର ନାମ ଭିକାରୀ ଅଟେ, କାରଣ ମୁଁ ନିର୍ଦ୍ଧନ ଆଉ ଘର ଦ୍ବାର ବିହିନହୋଇ ରହିଛୁ । Share FacebookTwitterGoogle+WhatsAppEmailPinterestReddIt
Comments are closed.