ମୋ ବସ୍’ରୁ ଚୋରି କରୁଥିବା ୭ ଲୁଟେରାଙ୍କୁ ଧରିଲା କମିଶନରେଟ ପୋଲିସ

ଭୁବନେଶ୍ୱର – ‘ମୋ ବସ’ରୁ ଚୋରି କରୁଥିବା ୭ ଜଣ ଲୁଟେରା କମିଶନରେଟ ପୋଲିସ ହାତରେ ଧରାପଡ଼ିଛନ୍ତି । ମୋ ବସରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ ଲୁଟେରା ଗ୍ୟାଙ୍ଗ । ଏ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା।

ଅଭିଯୁକ୍ତଙ୍କ ନିକଟରୁ ୫୭ ହଜାର ଟଙ୍କା ଓ ୯ ଟି ଫୋନ ଜବତ କରାଯାଇଛି । ବସରେ ଲୋକଙ୍କୁ ଘେରି ଯାଇ ଜାଣିଶୁଣି ଭିଡ଼ ସୃଷ୍ଟି କରି ଲୁଟୁଥିଲେ ଲୁଟେରା ।

Comments are closed.