ବିନିକା ୧୨ ଘଣ୍ଟିଆ ବନ୍ଦ ଡାକରା , ବିଦ୍ୟୁତ ଟାୱାର୍ ହଟାଇବା ନେଇ ଆନ୍ଦୋଳନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଦେଇ ଯାଉଥିବା ୨୨୦ କେଭି ବିଦ୍ୟୁତ ଟାଓ୍ବାର ହଟାଇବାକୁ ନେଇ ବନ୍ଦ ଡାକରା ଦିଆଯାଇଛି । ପ୍ରଶାସନ ନିକଟରେ ବାରମ୍ବାର ଦାବି ପରେ ଶୁଣିଲେନି । ଏପିରିକି ମଙ୍ଗଳବାର ଅଞ୍ଚଳବାସୀଙ୍କ ପକ୍ଷରୁ ତହସିଲ ଅଫିସ ଘେରାଉ ମଧ୍ୟ ହୋଇଥିଲା । ଆଉ ଏବେ ୧୨ ଘଣ୍ଟିଆ ବିନିକା ସହର ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପାଳନରେ ସମସ୍ତ ଦୋକାନ ବଜାର ବନ୍ଦ ରଖୁବା ସାଙ୍ଗକୁ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନକୁ ମଧ୍ୟ ବନ୍ଦ କରାଯାଇଛି ।

Comments are closed.