ଭୁବନେଶ୍ୱର – ଆଜି ହେଉଛି ଜାତୀୟ ଖାଉଟି ଅଧିକାର ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାମଗ୍ରୀ ଓ ସେବା ନେଇ ଖାଉଟିମାନଙ୍କ ଅଧିକାର ଓ ଦାୟିତ୍ଵବୋଧ ସଂପର୍କିତ ସଚେତନତା ପ୍ରସାର ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଅନୁଚିତ ବ୍ୟାପାରରୁ ଅସହାୟ ଖାଉଟିମାନଙ୍କୁ ସୁରକ୍ଷା ଦେବା ପାଇଁ ନିୟାମକ ଆହୁରି ଶକ୍ତ କରିବା ପାଇଁ ସେ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Comments are closed.