ରାଜ୍ୟ ବୀରତା ଦିବସରେ ସହିଦ ମାଧୋ ସିଂହଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ଆଜି ବିପ୍ଳବୀ ସ୍ୱାଧୀନତା ସଂଗ୍ରାମୀ ସହିଦ ମାଧୋ ସିଂଙ୍କ ସ୍ମୃତି ଉଦ୍ଦେଶ୍ୟରେ ରାଜ୍ୟ ବୀରତା ଦିବସ ପାଳନ କରାଯାଉଛି । ଏହି ଅବସରରେ ସହିଦ ମାଧୋ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ପରାକ୍ରମ ଓ ବଳିଦାନ ଦେଶ ସ୍ୱାଧୀନତାର ଏକ ଅନନ୍ୟ ଅଧ୍ୟାୟ। ମାଟି ମା’ ପ୍ରତି ଏହି ମହାନ ବୀରଙ୍କ ତ୍ୟାଗ ଏବଂ ଅମାପ ଭଲପାଇବା ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.