ହକି ବିଶ୍ୱକପ ଉଦଘାଟନ ଉତ୍ସବ ପାଇଁ କାଲି ଦିନ ୨ଟା ପରେ ଶିକ୍ଷାନୁଷ୍ଠାନ ବନ୍ଦ

କଟକ- ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବ ହକି ବିଶ୍ୱକପ ଉଦଘାଟନ ଉତ୍ସବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଉତ୍ସବ ଦୃଷ୍ଟିରୁ ଆସନ୍ତା କାଲି କଟକରେ ଦିନ ୨ଟା ପରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ହେବ । ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ବନ୍ଦ ରହିବ । ଶିକ୍ଷାନୁଷ୍ଠାନ ବନ୍ଦ ନେଇ କଟକ ଜିଲ୍ଲାପାଳ ଘୋଷଣା କରିଛନ୍ତି ।

Comments are closed.