ଲାଞ୍ଚ ନେବାବେଳେ ଅବକାରୀ ଇନ୍ସପେକ୍ଟରଙ୍କୁ ଧରିଲା ଭିଜିଲାନ୍ସ 

ପୁରୀ – ଲାଞ୍ଚ ନେବାବେଳେ ଧରାପଡିଲେ ଅବକାରୀ ଇନ୍ସପେକ୍ଟର । ପୁରୀ ଅବକାରୀ ମୋବାଇଲ ଅବକାରୀ ସ୍କ୍ୱାଡର ଇନ୍ସପେକ୍ଟର ସଞ୍ଜୟ ପଣ୍ଡାଙ୍କୁ ଲାଞ୍ଚ ନେବାବେଳେ ଧରିଛି ଭିଜିଲାନ୍ସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସଞ୍ଜୟଙ୍କ ଦୁଇଟି ଠିକଣା ରେ ଏକକାଳୀନ ଚଢାଉ କରିବା ସହ ତଦନ୍ତ ଜାରି ରଖିଛି।

Comments are closed.