ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ସୁଂଦର ସଦନୁ ସୁଖଦ ସବ କାଲା ।
ତହାଁ ବାସୁ ଲୈ ଦୀହ୍ନ ଭୁଆଲା ॥
କରି ପୂଜା ସବ ବିଧି ସେବକାଈ ।
ଗୟଉ ରାଉ ଗୃହ ବିଦା କରାଈ ॥

ଭାବାର୍ଥ :- ରାଜା ଜନକଙ୍କର ଏପରି ଗୋଟିଏ ମହଲ ଥିଲା ଯେଉଁଠି ସବୁ ସମୟରେ ସବୁ ରୁତୁରେ ସୁଖଦାୟକ ପରିବେଶ ରହୁଥିଲା, ରାଜା ସେହି ମହଲରେ ନେଇ ସମସ୍ତଙ୍କୁ ରଖିଲେ । ତା’ପରେ ସବୁପ୍ରକାରର ସେବା ସତ୍କାର କରିସାରି ବିଦାୟ ମାଗି ନିଜ ନିବାସକୁ ଫେରିଆସିଲେ ।

Comments are closed.