ଶ୍ରୀରିମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

କରି ପୁଜା ଭୁପତି ଅସ ଭାଷା ।
ଧରିଅ ନାମ ଜୋ ମୁନି ଗୁନି ରାଖା ॥
ଇହ୍ନ କେ ନାମ ଅନେକ ଅନୂପା ।
ମୈଂ ନୃପ କହବ ସ୍ବମତି ଅନୁରୂପା ॥

ଭାବାର୍ଥ :- ମହର୍ଷି ବଶିଷ୍ଠ ଆସି ପହଞ୍ଚିବାରେ ରାଜା ଦଶରଥ ତାଙ୍କର ପୂଜା ଅର୍ଚ୍ଚନା କରିସାରି କହିଲେ, ହେ ମୁନିଶ୍ରେଷ୍ଠ ! ଆପଣଙ୍କ ମନକୁ ଯେଉଁ ବିଚାର ଆସୁଛି ସେହି ନାମକରଣ କରନ୍ତୁ । ମହର୍ଷି ବଶିଷ୍ଠ କହିଲେ, ହେ ରାଜନ୍ ! ଏହି ଚାରିଜଣଙ୍କ ନାମ ଅନୁପମ ଅଛି । ହେଲେ ମଧ୍ୟ ମୋ ଦୃଷ୍ଟିକୁ ଯେପରି ଆସୁଛି ସେପରି କରିବା ।

Comments are closed.