ଶ୍ରୀରିମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଦେଖତ ଭୀମରୁପ ସବ ପାପୀ ।
ନିସିଚର ନିକର ଦେବ ପରିତାପୀ ॥
କରହିଂ ଉପଦ୍ରବ ଅସୁର ନିକାୟା ।
ନାନା ରୁପ ଧରହିଂ କରି ମାୟା ॥

ଭାବାର୍ଥ :- ସବୁ ରାକ୍ଷସ ମାନଙ୍କ ଭିନ୍ନ ଭିନ୍ନ ଦଳଗୁଡ଼ିକ ଦେଖିବାକୁ ବହୁତ ଭୟାନକ, ପାପୀ ଆଉ ଦେବତା ମାନଙ୍କ ଉପରେ ଅତ୍ୟାଚାର କରି ଦୁଃଖ କଷ୍ଟ ଦେବା ପାଇଁ ମାୟାରେ ଅନେକ ପ୍ରକାରର ରୂପ ଧାରଣ କରି ବିଭିନ୍ନ ପ୍ରକାରର ଉପଦ୍ରବ କରୁଥିଲେ ।

Comments are closed.