ହୁସେନ ରବି ଗାନ୍ଧିଙ୍କ ପରଲୋକ 

କଟକ – ପରିଚିତ ସାହିତ୍ୟିକ ତଥା ରାଜନେତା ହୁସେନ ରବି ଗାନ୍ଧିଙ୍କ ପରଲୋକ ହୋଇଯାଇଛି । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଉତ୍କଳ ପ୍ରସଙ୍ଗର ସମ୍ପାଦକ ଥିଲେ ହୁସେନ ରବି ଗାନ୍ଧି । ରାଜନୀତିରେ ବି ଜଡ଼ିତ ଥିଲେ ରବି ଗାନ୍ଧି । ବିଜେଡିର ସହିତ ସେ ସଂପୃକ୍ତ ଥିଲେ ।

Comments are closed.