ଓଇଆରସିର ଅଧ୍ୟକ୍ଷ ଭାବେ ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ବ

ଭୁବନେଶ୍ୱର – ଆସନ୍ତା ୨୮ ତାରିଖରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଉଥିବା ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ । ଓଇଆରସିର ଅଧ୍ୟକ୍ଷ ଭାବେ ତାଙ୍କୁ ନୂଆ ଦାୟିତ୍ୱ ମିଳିଛି । ଏବେ ମୁଖ୍ୟ ଶାସନ ସଚିବ ଅଛନ୍ତି ସୁରେଶ, ଆସନ୍ତା ୨୮ରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି । ତାଙ୍କ ସ୍ଥାନରେ ପ୍ରଦୀପ କୁମାର ଜେନାଙ୍କୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଦିଆଯାଇଛି।

Comments are closed.