ପଞ୍ଚାୟତିରାଜ ବ୍ୟବସ୍ଥାର ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଗଣତନ୍ତ୍ରରେ ଲୋକମାନେ ହିଁ ଶ୍ରେଷ୍ଠ। ଲୋକଙ୍କୁ କ୍ଷମତା ପ୍ରଦାନ ସହ ସଶକ୍ତ ପଞ୍ଚାୟତ ଗଠନରେ ପଞ୍ଚାୟତିରାଜ ବ୍ୟବସ୍ଥାର ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ ବୋଲି ପଞ୍ଚାୟତିରାଜ ଦିବସରେ ବାର୍ତ୍ତା ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତୃଣମୂଳସ୍ତରରେ ବିକାଶର ଧାରାକୁ ତ୍ୱରାନ୍ୱିତ କରି ଲୋକଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆଣିବାକୁ ପଞ୍ଚାୟତିରାଜ ଓ ଲୋକସେବା ଦିବସରେ ତାଙ୍କ ସରକାର ସଙ୍କଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.