ଶ୍ରୀରିମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ବ୍ୟାପକ ବ୍ରହ୍ମ ନିରଂଜନ ନିର୍ଗୁନ ବିଗତ ବିନୋଦ ।
ସୋ ଅଜ ପ୍ରେମ ଭଗତି ବସ କୌସଲ୍ୟା କେଂ ଗୋଦ ॥

ଭାବାର୍ଥ :- ଯିଏ ସର୍ବବ୍ୟାପକ, ନିରଞ୍ଜନ-ଆସକ୍ତି ରହିତ, ନିର୍ଗୁଣ, ବିନୋଦ ରହିତ ଆଉ ଅଜନ୍ମା ବ୍ରହ୍ମ ଅଟନ୍ତି, ସେ ହିଁ ଭକ୍ତି ଆଉ ପ୍ରେମ ସ୍ନେହର ଅଧିନ ହୋଇ ମାତା କୌଶଲ୍ୟାଙ୍କ କୋଳରେ ଖେଳୁଛନ୍ତି ।

Comments are closed.