ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଦେଖି ଲୋଗ ସବ ଭଏ ସୁଖାରେ ।
ଏକଟକ ଲୋଚନ ଚଲତ ନ ତାରେ ॥
ହରଷେ ଜନକୁ ଦେଖି ଦୋଉ ଭାଈ ।
ମୁନି ପଦ କମଲ ଗହେ ତବ ଜାଈ ॥

ଭାବାର୍ଥ :- ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଦେଖି ସବୁ ଲୋକେ ଆନନ୍ଦିତ ହେଲେ । ସମସ୍ତଙ୍କ ଆଖିର ଡୋଳା ନିଶ୍ଚଳ ସତେ ଯେପରି ଅପଲକ ନୟନରେ ସ୍ଥିର ହୋଇଗଲା, ସାମାନ୍ୟ ହଲଚଲ ମଧ୍ୟ ହେଲା ନାହିଁ । ମହାରାଜା ଜନକ ଦୁଇଭାଇଙ୍କୁ ଦେଖି ବହୁତ ଖୁସିହେଲେ । ତା’ପରେ ଜନକ ମହାରାଜା ଯାଇ ବିଶ୍ଵାମିତ୍ରଙ୍କ ପାଦ ଛୁଇଁ ପ୍ରଣାମ କଲେ ।

Comments are closed.