ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ସଂଗ ସଖୀଂ ସବ ସୁଭଗ ସୟାନୀଂ ।
ଗାବହିଂ ଗୀତ ମନୋହର ବାନୀଂ ॥
ସର ସମୀପ ଗିରିଜା ଗୃହ ସୋହା ।
ବରନି ନ ଜାଇ ଦେଖି ମନୁ ମୋହା ॥

ଭାବାର୍ଥ :- ସୀତାଙ୍କ ସାଥିରେ ଅନେକ ଚତୁରୀ ସୁନ୍ଦରୀ ସଖୀମାନେ ଆସିଥିଲେ, ଯେଉଁମାନେ ସୁନ୍ଦର ସ୍ବରରେ ମନମତାଣିଆ ଗୀତ ଗାଉଥିଲେ । ପୋଖରୀ ନିକଟରେ ଶିବ ଓ ମାତା ପାର୍ବତୀଙ୍କ ମନ୍ଦିର ଶୋଭା ପାଉଥିଲା, ଯାହାର ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର, ଦେଖିବା କ୍ଷଣି ମନ ମୋହିତ ହୋଇଯାଏ ।

Comments are closed.