ବିଶ୍ୱ ମହିଳା ବକ୍ସିଂରେ ଭାରତର ୪ ସୁନାଝିଅଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନସିପରେ ଭାରତର ଚାରିଟି ସ୍ୱର୍ଣ୍ଣ ପଦକ ଜିତିଛି । ନିଜ ନିଜ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଗୈ।ରବମଣ୍ଡିତ କରିଥିବା ନିଖତ ଜରିନ, ନିତୁ ଘନଘାସ୍ , ଲଭଲିନା ବୋରଗୋହାଇ ଓ ସ୍ୱାତୀ ବୁରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନେ ଆଗକୁ ମଧ୍ଯ ଭଲ ପ୍ରଦର୍ଶନ କରି ଦେଶ ପାଇଁ ସମ୍ମାନ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିବା ସହ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

Comments are closed.