୬ ମହଲା ଛାତରେ ଚଢି ଆତ୍ମହତ୍ୟା ଧମକ ଦେଉଥିବା ରୋଗୀ ଉଦ୍ଧାର 

ଝାରସୁଗୁଡ଼ା: ଝାରସୁଗୁଡ଼ା ମୁଖ୍ଯ ଚିକିତ୍ସାଳୟରେ ଅଭାବନୀୟ ଘଟଣା। ଏଠାରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ ହଠାତ ୬ ମହଲା ଝରକା ଉପରେ ଚଢିଯାଇ ତଳକୁ ଡେଇଁ ଆତ୍ମହତ୍ଯା କରିବା ଧମକ ଦେଇଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ପହଁଞ୍ଚି ସଂପୃକ୍ତ ରୋଗୀଙ୍କୁ ଉଦ୍ଧାର କରି ପୁଣି ମେଡିକାଲରେ ଭର୍ତ୍ତି କରିଛନ୍ତି। ତେବେ ଏଭଳି କାଣ୍ଡ ଭିଆଇବାର କାରଣ ଜଣାପଡିନାହିଁ।

Comments are closed.