ବରିଷ୍ଠ ଆଇଏଏସ ସତ୍ୟବ୍ରତ ସାହୁ ଓ ଚିତ୍ରା ଅରୁମୁଗମଙ୍କୁ ଅତିରିକ୍ତ ଦାୟିତ୍ବ

ଭୁବନେଶ୍ୱର – ବରିଷ୍ଠ ଆଇଏଏସ ଅଧିକାରୀ ସତ୍ୟବ୍ରତ ସାହୁଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଏସିଏସ ଭାବେ ଦାୟିତ୍ୱ ଦିଆଯାଇଛି । ଏଥିସହ ସେ ପୂର୍ବଭଳି ରାଜସ୍ୱ, ଓଡ଼ିଆ ଭାଷା ସଂସ୍କୃତି ଓ ଏସ ଆରସି ଦାୟିତ୍ୱ ବୁଝିବେ । ଚିତ୍ରା ଅରୁମୁଗମଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେ ଯୋଜନା ଓ ସଂଯୋଜନ ବିଭାଗ ଦାୟିତ୍ୱ ମଧ୍ୟ ବୁଝିବେ ।

Comments are closed.