ଅତାବିରା ଏନଏସିରେ ବିଜେଡିର ବାଜିମାତ

ଭୁବନେଶ୍ୱର – ବରଗଡ଼ ଜିଲ୍ଲାର ଅତାବିରା ଏନଏସି ନିର୍ବାଚନରେ ବାଜିମାତ କରିଛି ବିଜେଡି । ଏନ ଏସିର ୧୨ଟି ୱ।ର୍ଡ ମଧ୍ୟରୁ ୧୧ଟିରେ ଜିତିଛି ବିଜେଡି । ଏଥିମଧ୍ୟରେ ଅଧ୍ୟକ୍ଷ ପଦ ବି ରହିଛି। କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛି । ଗତ ୩ ତାରିଖରେ ଏନଏସି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା ।

କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇ ବିଜେଡିର ବନମାଳୀ ବରିହା ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି।

Comments are closed.